STORYMIRROR

ଲୋ ଚୁଲି,ଲୋ...

ଲୋ ଚୁଲି,ଲୋ ନିଆଁ ...ଆଜି ବି ଜାଗ୍ରତ ଲେଖନୀ ମୂଳେ, ଉଠିଛି ଓଡ଼ିଆ, ଉଡୁଛି ଓଡ଼ିଆ ଆଜି ବିଶ୍ଵ ଦରବାରେ!! ଜଗନ୍ନାଥ ସଂସ୍କୃତି ହୁଦୟ ରେ ଜାଳି ପ୍ରତି ଟି ଓଡ଼ିଆ ଭରୁଚି ଦୁନିଆଁ କୁ ପ୍ରେମ ପ୍ରକାଶେ; ପଖାଳର ବାସ୍ନା, ଓଡ଼ିଶା ପାଟ ପରମ୍ପରା ରେ ଜନ୍ମ ନେଇ ଚାଲେ ଓଡ଼ିଆ ଆଜି ଗର୍ବେ!!

By Jayashree Nanda
 32


More oriya quote from Jayashree Nanda
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments