STORYMIRROR

କୁହନ୍ତି କାଚ...

କୁହନ୍ତି କାଚ ଭାଙ୍ଗି ଗଲେ, ଅସ୍ତିତ୍ବ ହରେଇ ବସେ, କିନ୍ତୁ ସେ ଭଙ୍ଗା ଅସ୍ତିତ୍ବକୁ , ପୁଣି ଥରେ ସଜାଡି ନୂତନ ପରିଚୟ ସୃଷ୍ଟି କରିବାର ସତସାହସ କେବଳ ଜଣେ, ଶିକ୍ଷକ ହିଁ ଦେଇପାରେ। #Thank you Teacher

By RUKEYA JABEEN
 17


More oriya quote from RUKEYA JABEEN
2 Likes   0 Comments