STORYMIRROR

କୁହାଯାଏ, ଏକ...

“ କୁହାଯାଏ, ଏକ ଗଛ କ୍ଷମତା ଉପରେ ଯଦି ଅଧିକ ଫଳ ଦିଏ! ତା ଶାଖା ଭାଙ୍ଗିବା ଆରମ୍ଭ କରିଥାଏ, ଏବଂ ମନୁଷ୍ୟକୁ ତା ମୂଲ୍ୟଠାରୁ ଯଦି ତୁମେ ଅଧିକ୍ ଭଲ ପାଇବା ଆରମ୍ଭ କରି ଦେବ ସେହି ସମ୍ପର୍କଗୁଡିକ ମଧ୍ୟ ଭାଙ୍ଗିବା ର ଆଶଙ୍କା ଥାଏ, ଫଳାଫଳ ଗଛ ଧୀରେ ଧୀରେ ଫଳରୁ ବଞ୍ଚିତ କରାଏ ଏବଂ ମଣିଷ ସମ୍ପର୍କରୁ ହିଁ ବଞ୍ଚିତ କରିଥାଏ | ”

By Sudhansu Sekhar Jena
 35


More oriya quote from Sudhansu Sekhar Jena
0 Likes   0 Comments
0 Likes   0 Comments
0 Likes   0 Comments