STORYMIRROR
କରୋନା...
କରୋନା କେ ଡାକ୍'ଲ...
କରୋନା କେ...
“
କରୋନା କେ ଡାକ୍'ଲ ଆ କ୍ରିକେଟ ଖେଲମା
ସେ ଲେହେଟି ଆଏଲା
ଫେର୍ ଘାଏଁ ଡାକ୍'ଲ ଆ କୁମ୍ଭ ମେଲା ଥି ବୁଡ୍ ପକାମା
ସେ ତାର୍ ପାପ୍ ଧୁଇଲା
ଭୋଟ୍ ପ୍ରଚାର୍ କର୍ବାକେ ନିଉତା ଦେଲ
ସେ ସ୍ବୀକାର୍ କଲା
ଇଛେନ୍ ଗୁଡା ଭିତରୁ ଥାଇ
ଖେଦୁଛ ଯା ...ଯା
ଇଛେନ୍ କେନ୍ତେହି ଯିବା ଯେ...
ଶିକାର୍ କରି ଶିଖ୍'ଲା ଉତାରୁ..
ଏତକି ତ ଆଗରୁ ଭାବ୍'ବାର୍ ଥିଲା କି ନାଇଁ କହତ ..?
-Alhadini-
”
155
More oriya quote from Alhadini Panigrahi dash
Download StoryMirror App