STORYMIRROR
କ୍ରୋଧ
ନ...
କ୍ରୋଧ
ନିଆଁ ପରି...
କ୍ରୋଧ
ନିଆଁ...
“
କ୍ରୋଧ
ନିଆଁ ପରି ଅଟେ କ୍ରୋଧ ତେଜୀୟାନ୍
ଦିଏ ସବୁକିଛି ଜାଳି
କ୍ରୋଧ କରିବାନି ଜହ୍ନ ପରି ଥଣ୍ଡା
ଜ୍ୟୋତି ଦେବା ଆମେ ଢାଳି ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
24
More oriya quote from Kshitish Jena
Download StoryMirror App