STORYMIRROR
କଣ୍ଟକପୂରିତ...
କଣ୍ଟକପୂରିତ...
କଣ୍ଟକପୂରିତ...
“
କଣ୍ଟକପୂରିତ ଜୀବନ,
ସମୟର ସୁଅରେ
ଅପରେସନ ଟେବୁଲରେ
ମରୁଥାଏ ଜୀବନଟିଏ ।
ଆଉ ,
ଜୀବନର ଅପେକ୍ଷାରେ
ହୃଦୟର କୋଣଟିରେ
ଜଳୁଥାଏ ଜୀବନଟିଏ ।
ଜୀବନର ଅଫସୋସ ଟିଏ ,
ଏହି କଣ୍ଟକପୂରିତ ଜୀବନ ।
ହଁ , ମୁଁ ଚିକିତ୍ସକ ।
”
281
More oriya quote from Arati Sahoo
Download StoryMirror App