Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".
କଣ ଥକିପଡ଼ିଲ...

କଣ ଥକିପଡ଼ିଲ ! ଏବେ ତ ଢ଼େର ରାସ୍ତା ବାକି ଅଛି | ଏହା ତ କେବଳ ଆରମ୍ଭ ମାତ୍ର ! ଯେଉଁ ପର୍ଯ୍ୟନ୍ତ ମନୁଷ୍ୟ ତା' ଆଶା ଆକାଂକ୍ଷା ର ଜଳାଞ୍ଜଳି ନଦେଇଛି ସେପର୍ଯ୍ୟନ୍ତ ସେ କେବେ ବି ଅନ୍ତର ମନରୁ ଖୁସିରେ ରହିପାରିବ ନାହିଁ। ଯେମିତି କି ଯୋଗମାୟାର ରଙ୍ଗୀନ ଜାଲ...! ଜାଣିଛ ! କାଲି ବି ଅନେକ ଫସିଥିଲେ ! ଆଉ କିଛି ଆଜି ବି ... କିଏ ଜାଣେ, କେତେ ବେଳେ ତୁମ ପାଳି ନ ପଡ଼ିଯିବ !!! ®Rasmita ✍️

By Rasmita Sahoo
 310


More oriya quote from Rasmita Sahoo
29 Likes   0 Comments