STORYMIRROR
କଣ ଥକିପଡ଼ିଲ !...
କଣ ଥକିପଡ଼ିଲ !...
କଣ ଥକିପଡ଼ିଲ...
“
କଣ ଥକିପଡ଼ିଲ !
ଏବେ ତ ଢ଼େର ରାସ୍ତା ବାକି ଅଛି |
ଏହା ତ କେବଳ ଆରମ୍ଭ ମାତ୍ର !
ଯେଉଁ ପର୍ଯ୍ୟନ୍ତ ମନୁଷ୍ୟ ତା' ଆଶା ଆକାଂକ୍ଷା ର ଜଳାଞ୍ଜଳି ନଦେଇଛି ସେପର୍ଯ୍ୟନ୍ତ ସେ କେବେ ବି ଅନ୍ତର ମନରୁ ଖୁସିରେ ରହିପାରିବ ନାହିଁ।
ଯେମିତି କି ଯୋଗମାୟାର ରଙ୍ଗୀନ ଜାଲ...!
ଜାଣିଛ !
କାଲି ବି ଅନେକ ଫସିଥିଲେ ! ଆଉ କିଛି ଆଜି ବି ...
କିଏ ଜାଣେ, କେତେ ବେଳେ ତୁମ ପାଳି ନ ପଡ଼ିଯିବ !!!
®Rasmita ✍️
”
361
More oriya quote from ରଶ୍ମିତା ସାହୁ
Download StoryMirror App