STORYMIRROR

କଳାକାହ୍ନୁ...

କଳାକାହ୍ନୁ ମୋର କଳାବଦନ ତୋତେ ଦେଖିବାକୁ ମନ ଉଚ୍ଛନ୍ନ କିପରି ବା ଯିବି କହ ତୁ ତ ରହିଛୁ ପୁରୀ ଶ୍ରୀମନ୍ଦିର ମୁଁ ରହିଲି ବଲାଙ୍ଗୀର ଦିବ୍ୟଦୃଷ୍ଟି ମୋତେ ଦେ' କଳା ଧନ ମୋ ଅନ୍ତରେ କରେ ଦର୍ଶନ ା -ଆହ୍ଲାଦିନୀ-

By Alhadini Panigrahi dash
 182


More oriya quote from Alhadini Panigrahi dash
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments