STORYMIRROR
କଳା ଶ୍ରୀମୁଖ...
କଳା ଶ୍ରୀମୁଖ...
କଳା ଶ୍ରୀମୁଖ...
“
କଳା ଶ୍ରୀମୁଖ ଗୋଟିକ ରତନ ବେଦିରୁ
ମନ ମୋହୁଅଛି ଜଗତଜନର
ସଂଗରେ ବସାଇ ଭାଇ ଭଉଣୀ
ସଂସାର ନାଟକୁ ଅପଲକ ନେତ୍ରେ
ଦେଖି ହସୁଅଛି ମୁରୁକି ମୁରୁକି ।।
ହାତ ଟେକି ଭକ୍ତ ତୋ ଶିରି ଛାମୁ ରେ
ଢାଳେ ନୀତି ଅଶ୍ରୁ ବାରୀ,
ହୀରା ନୀଳା ମୁକ୍ତା ଦିଶଇ ଅଂଗାର
କଳା ମୁୁଖ କଳା ସୁନ୍ଦର।।
”
766
More oriya quote from Prasanna Kumar Panda
Download StoryMirror App