STORYMIRROR

କିଛି...

କିଛି ଶୁଣେଇବା ପୂର୍ବରୁ କହିଦେବ ମୋତେ ତାହା କଥା ନା କଳ୍ପନା କିଛି କହିବା ପୂର୍ବରୁ କହିଦେବ ମୋତେ ତାହା ସତ ନା ବାହାନା କିଛି କରିବା ପୂର୍ବରୁ କହିଦେବ ମୋତେ ତାହା ପ୍ରେମ ନା ଛଳନା। ପପୁ ପରିଡା

By Papu parida
 145


More oriya quote from Papu parida
5 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments