STORYMIRROR
କିଛି ଵନ୍ଧୁତା...
କିଛି ଵନ୍ଧୁତା...
କିଛି...
“
କିଛି ଵନ୍ଧୁତା କିଛି କ୍ଷଣ ପାଇଁ ଥାଏ।
ଆଉ କିଛି କ୍ଷଣ ତାଙ୍କ ଅନୁପସ୍ଥିତି ଆମକୁ କଷ୍ଟ ଦିଏ।
କିନ୍ତୁ ଏଵେ ଫରକ୍ ପଡୁନାହିଁ
କିଏ କେତେବେଳେ ହାତ ଛାଡ଼ି ଦେଇଛି ,
କାରଣ ମୁଁ ଅତୀତର ପୃଷ୍ଠା ଓଲଟାଇଵା ଛାଡି ଦେଇଛି।
Anu Radha
”
336
More oriya quote from Anuradha Nath
Download StoryMirror App