STORYMIRROR
କେତେ...
କେତେ ସ୍ୱାର୍ଥପର...
କେତେ...
“
କେତେ ସ୍ୱାର୍ଥପର ତୁମେ ମିଛ କହିକହି ସ୍ୱାର୍ଥ ପୂରଣ କରୁଛ, ମା'ର ମମତା, ପରିବାରର ସ୍ନେହଶ୍ରଦ୍ଧା କୁ ଭୁଲି ଏମିତି କିଛି କାର୍ଯ୍ୟ କରୁଛ ଯାହା କେବଳ ତୁମକୁ ଜଣା, ନିଜ ମନକୁ ନୁହେଁ, ବୀବେକକୁ ପ୍ରଶ୍ନ କର ତୁମେ କେତେଦୂର ଠିକ୍ ଅଛ।
**ଡ଼ି-୧୫**
✍ ଦେବବ୍ରତ ମିଶ୍ର
ତା ୨୯.୦୮.୨୦୧୯
”
185
More oriya quote from Debabrata Mishra
Similar oriya quote from Tragedy
Download StoryMirror App