STORYMIRROR

କେଜାଣି...

କେଜାଣି କେମିତି ବିତିଲା ସମୟ ରଙ୍ଗହୀନ, କରୋନାରେ ହାତ ପାହାନ୍ତାରୁ ଛାଡି ଚାଲିଗଲେ,ମନ ଛାଟିପିଟି କରେ, ଆସିଲା ବସନ୍ତ ନବ ସମୟ ଯେ ମନେ ଭରି କେତେ ଆଶା, ଏ ରଙ୍ଗ ଆଉଲୋ ନ ଛାଡିବ ଗୋରୀ ଥରେ ଯଦି ମନେ ଧରେ

By Suchismita Satpathy
 191


More oriya quote from Suchismita Satpathy
0 Likes   0 Comments
0 Likes   0 Comments
21 Likes   0 Comments
26 Likes   0 Comments
17 Likes   0 Comments