STORYMIRROR

କେବେ...

କେବେ ଅଙ୍କାବଙ୍କା ନଈ ର ଢେଉ ତ କେବେ ଧଳା ଧଳା ଭାସମାନ ମେଘ ର ବର୍ଣ୍ଣ ରେ। ପୁଣି କେବେ ସାଧବ ବୋହୂ ର ଧାଡ଼ି ର ଆକର୍ଷଣ ରେ ଆଉ କେବେ ମାଘ ର ମରୀଚିକା ଶୀତ ରେ , ଖେଳିଉଠେ ବିଶ୍ୱାସ ର ନୂଆ ଆଶା ଯିଏ ଅହଙ୍କାର ର ସୀମା ଧ୍ବସ୍ତ କରି ଶଙ୍ଖନାଦ କରେ ନୂତନ ବିଜୟ ର । ଯେଉଁ ବିଜୟ ରେ ଲେଖା ଥାଏ ମାନବ ଇତିହାସ ର ଅମୂଲ୍ୟ ଗାଥା। - ayush

By Ayushman Tripathy
 293


More oriya quote from Ayushman Tripathy
27 Likes   0 Comments
28 Likes   0 Comments
15 Likes   0 Comments