STORYMIRROR

କବିତା-ମାଆ...

କବିତା-ମାଆ ତୁ ମୋ ଜୀବନ ଦଶ ମାସ ଗର୍ଭରେ ଧରି ଜନମ ତୁମେ ମୋତେ ଦେଲ, କେତେ କଷ୍ଟ ଯାତନା ସହି ମୋତେ ଆଜି ଏ ଦୁନିଆ କୁ ଆଣିଦେଲ।। ନିଜେ ସବୁ ଦୁଖ ସହି ମୋତେ ସୁଖ ଦେଲ, ନିଜେ ନ ଖାଇ ମା ତୁମେ ମୋତେ ଖୁଆଇଲ।। ମା ବୋଲି ଯେବେ ଡାକି ଦିଏ ମୁଁ ତୁମକୁ , ଧାଇ ଆସ ମା କେତେ ଜତନେ ନେବାକୁ କୋଳକୁ।। ମା ର ମମତା ଅଟଇ ଅମୃତ ତୁଲ୍ୟ, ମା ବିନା ଏ ଦୁନିଆ ରେ କିଛି ନାହିଁ ମୂଲ୍ୟ।। ମା ମୋ ମମତା ମଇ ଜଗତ ଜାଣେ, ତୁ ମା ଆଦିଶକ୍ତି ଆଦି ମାତା ବିଶ୍ୱ ଜଣେ।। ଟୋନିସ ରୋହିଦାସ,ଜିଲ୍ଲା-ସୁନ୍ଦରଗଡ଼

By Tonish Rohidas
 227


More oriya quote from Tonish Rohidas
14 Likes   0 Comments