STORYMIRROR
କବିତା ଆଇ ଲଭ୍...
କବିତା ଆଇ ଲଭ୍...
କବିତା ଆଇ...
“
କବିତା ଆଇ ଲଭ୍ ୟୁ।ଆଜିର ଦିନଟି ଖାସ୍ ତୁମ ପାଇଁ। ତୁମେ ମୋ ଜୀବନର ରାଣୀ ହୃଦୟମଣି ସବୁକିଛି।ତୁମ ସହ ଆଜି ଦିନଟି ବିତେଇବାକୁ ଚାହେଁ।
ଟେବୁଲ୍ ଉପରେ ରଖାଯାଇଥିବା କାଗଜ ଖଣ୍ଡିଏରେ ଏତିକି ଲେଖା ପଢି ମିସେସ୍ ଅନୁରାଧା ରାଗ ତମ ତମ ହୋଇ ରକ୍ତ ଚାଉଳ ଚୋବାଇ କବିତା କିଏ ପଚାରିବା ପୂର୍ବରୁ ବିବେକ ମୁହଁରୁ ଶୁଣିବାକୁ ପାଇଲେ ହାପି କବିତା ଡେ.....।ମାଇ ଡିୟର ଡାର୍ଲିଙ୍ଗ୍।କବିତା ଦିବସରେ ତୁମକୁ ହାର୍ଦ୍ଧିକ ଅଭିନନ୍ଦନ।
ଡଃ ଝରଣା ଶତପଥୀ
”
250
More oriya quote from Dr Jharana Satapathy
Download StoryMirror App