STORYMIRROR

କାଲି ର୍...

କାଲି ର୍ ଲାଗୀ ଆଜି ଯଦି ନାଇଁ ହେବୁ ତୁଇ ସଜାଗ୍ କେନ୍ତେଇ ପାଏବୁ ସାଫୁଲ୍ ଜୀବନ୍ ଦେଖେଇ ବର୍ କଶ୍ ଆବାଜ୍ ।। ଗୋଡ୍ ଘିଚି କରି ମାଡିଦେବେ ରେ ମାନ୍'ବୁ ନାଇଁ ହାର୍ ଏକେଶ୍ଁ କଟିଁ ନିଘା ରଖିଥିବୁ ଠିକ୍ ସମିୟାର୍ ଗାର୍ ।। ଅଗସ୍ତି ନାଗ

By Agasti Nag
 33


More oriya quote from Agasti Nag
1 Likes   0 Comments
1 Likes   0 Comments