STORYMIRROR
କାହିଁକି ମୁଁ...
କାହିଁକି ମୁଁ...
କାହିଁକି ମୁଁ...
“
କାହିଁକି ମୁଁ ନିଶାସକ୍ତ ହୋଇ ବଳି ପକାଇଲି ମୋ ସୁଖ କୁ
ମଦ୍ୟପାନ ବିନା ସଜାଡି ହୋଇ ଥାଆନ୍ତା ଜୀବନକୁ
ମରୁଭୂମି ପରି ଶୂନ୍ୟ ରହିଗଲା ମୋ ହାତେ
ଯେତେ ସହଜ ଲାଗିଲେ ବି କଣ୍ଟା ସଦୃଶ୍ୟ ଲାଗେ ସବୁ ମୋତେ
”
132
More oriya quote from Smita Mohanty
Download StoryMirror App