STORYMIRROR
ଜନ୍ମ ହେବାରେ...
ଜନ୍ମ ହେବାରେ...
ଜନ୍ମ ହେବାରେ...
“
ଜନ୍ମ ହେବାରେ ପ୍ରଥମ ସ୍ପର୍ଶ ଯାହାର ହୁଏ ଅନୁଭବ, ଜୀବନର ପ୍ରତି କ୍ଷଣରେ ଅତୁଳନୀୟ ଯାହାର ଭାବ,
ଭାବି ବାକୁ ଦିଏ ନାହିଁ ଯାଏ ସନ୍ତାନ କୁ କିଛି ଅଭାବ,ଯାହାବିନା ଚଳେ ନାହିଁ ସଂସାରର ନାବ,
ନଥାଏ ଯା' ମନେ କେବେ କପଟ କି କ୍ଷୋଭ,
ଯାହା ମନେ ନ ଉପୁଜେ କେବେ ଭେଦଭାବ, ସେହି ଏକା ଭେଦିପାରେ ଅଭେଦ୍ୟ ସେ ନଭ।
”
234
More oriya quote from Suchismita Satpathy
Download StoryMirror App