STORYMIRROR
ଜୀବନଟା ଏଠି...
ଜୀବନଟା ଏଠି...
ଜୀବନଟା ଏଠି...
“
ଜୀବନଟା ଏଠି କାଚକେନ୍ଦୁ ପରି
ନାହିଁ କୁଳ ନାହିଁ କିନାରା
ମଝି ଦରିଆରେ ଭାସମାନ ଆଜି
ଅଲୋଡ଼ା ଅଖୋଜା ଭେଳା l
ଲୋଡ଼ା ନାହିଁ ଧନ, ପ୍ରାଚୁଯ୍ୟ
ଲୋଡ଼ା ନାହିଁ ରାଜା ଭୋଗ
ତୁମ ଶ୍ରୀ ଛାମୁରେ
ପୟର ମୋହର
ରହି ଥାଉ ଯୁଗ ଯୁଗ l
”
318
More oriya quote from Minakshi Mudi
Download StoryMirror App