STORYMIRROR
ଜୀବନରେ ଯେତେ...
ଜୀବନରେ ଯେତେ...
ଜୀବନରେ ଯେତେ...
“
ଜୀବନରେ ଯେତେ ଦୁଃଖକଷ୍ଟ ଥିଲେ ମଧ୍ୟ ସବୁ ଦୁଃଖକୁ ଭୁଲି ମୁହଁରେ ସାଇତି ରଖିଥିବା ହସର ପୁଟୁଳିକୁ ଖୋଲି ଲହରି ଖେଳାଇ ଏମିତି ହସନ୍ତୁ ସେହି କ୍ଷଣିକ ହସ ସମସ୍ତଙ୍କୁ ବାନ୍ଧି ପକାଇବ। ଯେ କେହି ବି ଆପଣଙ୍କ ହସ ଦେଖିଲେ ଦୁଃଖ କଷ୍ଟ ଆପେ ଆପେ ଭୁଲିଯିବ।
😂😂😂😂😂😂😂
ଡଃ ଝରଣା ଶତପଥୀ
”
182
More oriya quote from Dr Jharana Satapathy
Download StoryMirror App