STORYMIRROR

ଜୀବନର...

ଜୀବନର ବେଳାଭୂମିରେ ସମୟ ରୂପୀ ଢେ଼ଉର ବାରମ୍ବାର ଆଘାତ କେବେ ଖୁସିର ଶାମୁକା ଆଣିଦିଏ ଆଉ କେବେ ବେଦନାର ଶକ୍ତ ଧକ୍କା ସାଜି ହୃଦୟର ଖଣ୍ଡେ ଯେମିତି ଭସେଇ ନେଇଯାଏ.ତେବେ ଜୀବନ ତ ଆଉ ସମୁଦ୍ର ବେଳା ପରି ଅଟକି ରହେନି.ଆଗକୁ ବଢିଚାଲେ ଆଉ ଚାଲିବ ମଧ୍ୟ.ହଁ କେବଳ ସ୍ମୃତି କିଛି କିଛି ପାଦ ଚିହ୍ନ ଛାଡିଯାଏ.

By Snigdha Mishra
 102


More oriya quote from Snigdha Mishra
0 Likes   0 Comments