STORYMIRROR

ଜୀବନେ ତୋ...

ଜୀବନେ ତୋ ବାଛି ନେ ଏମିତିକା ଗୋଟେ ସ୍ବପ୍ନ ... ଯେଉଁ ସ୍ବପ୍ନ ତତେ ଦିଶୁଥିବ ସେ ସଞ୍ଜ ହେଉକି ଦିନ ... ଏହି କଥା ଯଦି ମାନିବୁ ମୋର ସାଙ୍ଗଟିଏ ପରି ... ଦିନେ ନା ଦିନେ ଇତିହାସରେ ଲେଖା ହେବ ନାମ ତୋହରି ...

By Manoj Behera
 205


More oriya quote from Manoj Behera
21 Likes   0 Comments
11 Likes   0 Comments
24 Likes   0 Comments
14 Likes   0 Comments
1 Likes   0 Comments