STORYMIRROR

ଜୀବନ ଉଛୁଳା...

ଜୀବନ ଉଛୁଳା ନଈ କେବେ ବହେ ଏଠି ମଧୂର ନିର୍ଝର କେବେ ଲୁଣି ଲୁହ ଆଣେ ବୋହି ଦୂ8ଖ,ଯନ୍ତ୍ରଣା କୁ ଗଣ୍ଠିଲି କରି ସ୍ରୋତ ରେ ଦେବା ଭସାଇ ଆଶା ନଉକା ରେ ବିଶ୍ବାସ ର କାତ ଅନୂକୁଳେ ନେଲେ ବାହି ଦିନେ ନା ଦିନେ ତ ନିଶ୍ଚେ ଆସିବ ସୁଖ ସାଗର ରେ ଯିବା ହଜି ା *ଆହ୍ଲାଦିନୀ*

By Alhadini Panigrahi dash
 22


More oriya quote from Alhadini Panigrahi dash
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments