STORYMIRROR
ଜୀବନ
...
ଜୀବନ
...
ଜୀବନ
...
“
ଜୀବନ
ସୁକାନ୍ତ ଖଣ୍ଡା
ସଂସାର ହାଟରେ ଏ ଜୀବନ ମୋର
ପାଣି ଫୋଟକାଟା ପରି
କ୍ଷଣକେ ଫାଟିବା ନିଶ୍ଚିତ ହେଉଛି
କେତେ ବା ପାରିବି ଧରି
ତଥାପି ଯାଉଛି ଘୂରି
ଉପଭୋଗ ପାଇଁ ସଦା ଛଟପଟ
ମରିବା ପର୍ଯ୍ଯନ୍ତ ଜାରି।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
”
10
More oriya quote from SUKANTA KHANDA
Download StoryMirror App