STORYMIRROR
ହସୁଛି
...
ହସୁଛି
...
ହସୁଛି
...
“
ହସୁଛି
ସୁକାନ୍ତ ଖଣ୍ଡା
ପତାକା ଉଡୁଛି ଫରଫର ହୋଇ
ହସୁଛି ଅଶୋକ ସ୍ତମ୍ଭ
ଠିଆ ହୋଇକରି କର୍ତ୍ତବ୍ଯ କରୁଛି
ଛାତିକୁ ଦେଖରେ ଖୁମ୍ବ
ସଭିଙ୍କର ଆଜି ଦମ୍ଭ
ଗରବେ ଆନନ୍ଦ ନାଚ ଓ ଗୀତରେ
ଭାରତୀୟ ଖୁସି ଭାବ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
”
15
More oriya quote from SUKANTA KHANDA
Download StoryMirror App