STORYMIRROR
ଜୀବନ ସରିଯିବ,...
ଜୀବନ ସରିଯିବ,...
ଜୀବନ...
“
ଜୀବନ ସରିଯିବ, ଲେଖା ସରିବନି
ସମୟ ବିତିଯିବ, ଦେଖା ସରିବନି
ତୁମେ ସବୁବେଳେ ଖୁସିରେ ରୁହ,
ଏହି ଭାବନା ମୋ ମନରୁ ଯିବନି,
ଜୀବନ ସରିଯିବ, ଲେଖା ସରିବନି
ସମୟ ବିତିଯିବ, ଦେଖା ସରିବନି
”
245
More oriya quote from Adyasa Sharma
Download StoryMirror App