STORYMIRROR
ଜୀବନ ର...
ଜୀବନ ର ଚଲା ପଥ ରେ...
ଜୀବନ ର ଚଲା...
“
ଜୀବନ ର ଚଲା ପଥ ରେ
ଆସେ କେତେ କଣ୍ଟା,ଫୁଲ ବାଟ ରେ
ତଥାପି ହାର ମାନେ ନାହିଁ ପାଦ ଚାଲୁ ଥାଏ ସେଇ ବାଟ ରେ
ରକ୍ତ ଭରା ପାଦ କୁ ଏ ସମାଜ କରେ ଅଣଦେଖା
କିଛି ନ ବୁଝି ନ ସୂଯି କରଇ ତାର ଲୋକହସା
©️ Smaranika Bahinipati
”
17
More oriya quote from Smaranika Bahinipati
Download StoryMirror App