STORYMIRROR
ଜୀବନ ର...
ଜୀବନ ର ବଡଦାଣ୍ଡେ...
ଜୀବନ ର...
“
ଜୀବନ ର ବଡଦାଣ୍ଡେ ଗଡୁଅଛି
ଜୀବନ ର ରଥ
ପ୍ରଶ୍ବାସ ସାରଥି ସାଜି ବାହୁଅଛି
ଆୟୁଷ ର ପଥ ା
ସେ ରଥ ରେ ବିଜେ ପରା ବିବେକଠାକୁର
ମନ ଚକାଡ଼ୋଳା ଦେଖେ
ଐଶ୍ଚର୍ଯ୍ୟ ସପନ ା
-ଆହ୍ଲାଦିନୀ-
”
313
More oriya quote from Alhadini Panigrahi dash
Download StoryMirror App