STORYMIRROR

ଜୀବନ ର...

“ ଜୀବନ ର ବଡଦାଣ୍ଡେ ଗଡୁଅଛି ଜୀବନ ର ରଥ ପ୍ରଶ୍ବାସ ସାରଥି ସାଜି ବାହୁଅଛି ଆୟୁଷ ର ପଥ ା ସେ ରଥ ରେ ବିଜେ ପରା ବିବେକଠାକୁର ମନ ଚକାଡ଼ୋଳା ଦେଖେ ଐଶ୍ଚର୍ଯ୍ୟ ସପନ ା -ଆହ୍ଲାଦିନୀ- ”

By Alhadini Panigrahi dash
 318


More oriya quote from Alhadini Panigrahi dash
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments