STORYMIRROR

ଜୀବନ ନଉକା...

ଜୀବନ ନଉକା ରେ ମୁଁ ଭାସି ଭାସି ଯାଉଛି। ସ୍ୱପ୍ନ ମତେ ତା ପାଖକୁ ଡାକୁଛି ନିରୁପାୟ ମନ ଅଧିନେ କାହାର, ଛଟପଟ ହୁଏ ନିବୁଜ ଆଖିରେ କାଳେ ସରିଯିଵ ସ୍ୱପ୍ନ ଲାଗେ ଭାରି ଡର। Anu Radha

By Anuradha Nath
 298


More oriya quote from Anuradha Nath
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments