STORYMIRROR
ଜୀବନ...
ଜୀବନ ନଈରେ ସମୟର...
ଜୀବନ ନଈରେ...
“
ଜୀବନ ନଈରେ ସମୟର ସ୍ରୋତ
କେତେ ଦୂର ଯେ ଆଣିଲା ଟାଣି
ସ୍ମୃତିକଳାପଟାରେ ରଖିଛ ନା ପ୍ରତିଛବି
ତୁମେ ବି ପୋଛି ଦେଲଣି।
କାହିଁ ଆସୁନାହିଁ ଆଉ ସ୍ମୃତିକାଶ ଏବେ
ବଧେ ତୁମେ ବି ଭୁଲିଗଲଣି।
ବଧେ ତୁମେ ବି ଭୁଲିଗଲଣି।
ପପୁ ପରିଡା
”
204
More oriya quote from Papu parida
Download StoryMirror App