STORYMIRROR
ଜୀବନ...
ଜୀବନ ବଞ୍ଚିବାକୁ...
ଜୀବନ...
“
ଜୀବନ ବଞ୍ଚିବାକୁ ଅଛି ହଜାରେ କାରଣ ,
ତବେ କରୁଛ ହେ ମୃତ୍ୟୁକୁ ବରଣ ।
ସବୁ ଅସୁବିଧାର ସମାଧାନ ନୁହେଁ ଯେ ମରଣ ,
ଏଣୁ ମୃତ୍ୟୁର ପାଖକୁ ଯିବାକୁ ନିଜକୁ କର ହେ ବାରଣ ।
ଜୀବନ ଗାଏ ତୁମ ପାଖେ କେତେ ଯେ ଜଣାଣ ,
ତଥାପି ଅକାରଣେ କାହିଁକି ହରାଅ ପରାଣ ।
ପୋଶିବାକୁ କାମନା ଯଦି ମୃତ୍ୟୁର ଶରଣ ,
ମନେ କାହିଁ କର ହେ ବନ୍ଧୁ ଆଶାର ପୋଷଣ ।
ମୃତ୍ୟୁକୁ ଡାକ କିଆଁ କହି ପାଉଛ କଷଣ ,
ଜୀବନ ସଙ୍ଗୀତ କେବେ ତୁମେ କରିନାହଁ କି ଶ୍ରବଣ ।
”
193
More oriya quote from SHIBA SHANKAR DAS
Download StoryMirror App