STORYMIRROR
ଜୀବନ ଅଙ୍କରେ...
ଜୀବନ ଅଙ୍କରେ...
ଜୀବନ ଅଙ୍କରେ...
“
ଜୀବନ ଅଙ୍କରେ ମିଶାଣ ଗୁଣନର ଦେଖା ନାହିଁ
ଖାଲି ଫେଡାଣ ହରଣ ଆସୁଛି
ହେବି ବୋଲି ଦିନେ ଅସଂଖ୍ୟ ସମାନ
ନିଜେ ନିଜ ଅଙ୍କ ବସି କଶୁଛି।
ଶୁଖିଗଲା ଲୁହ ଆଖରୁ ମୋହର
ସେଥିପାଇଁ ପରା ମୁଁ ଏବେ ହସୁଛି।
ପପୁ ପରିଡା
”
156
More oriya quote from Papu parida
Download StoryMirror App