STORYMIRROR
ଜୀବନ...
ଜୀବନ ଆରମ୍ଭ ହୁଏ...
ଜୀବନ ଆରମ୍ଭ...
“
ଜୀବନ ଆରମ୍ଭ ହୁଏ ଏନ୍ତୁଡ଼ି ନିଆଁରେ
ସରିଯାଏ ସେ ଯେ ଜୁଇର ନିଆଁରେ
ଦୁଇ ନିଆଁ ଭିତରେ ଯେ କେତେ କୋଳାହଳ
ଜଣା ପଡେନାହିଁ ତାକୁ ଯିବା ଆସିବାର ବେଳ ।।
ସୂର୍ଯ୍ୟକାନ୍ତ ଦାଶ.
”
169
More oriya quote from surjyakanta dash
Download StoryMirror App