STORYMIRROR

ଜୀବନ ଆରମ୍ଭ...

“ ଜୀବନ ଆରମ୍ଭ ହୁଏ ଏନ୍ତୁଡ଼ି ନିଆଁରେ ସରିଯାଏ ସେ ଯେ ଜୁଇର ନିଆଁରେ ଦୁଇ ନିଆଁ ଭିତରେ ଯେ କେତେ କୋଳାହଳ ଜଣା ପଡେନାହିଁ ତାକୁ ଯିବା ଆସିବାର ବେଳ ।। ସୂର୍ଯ୍ୟକାନ୍ତ ଦାଶ. ”

By surjyakanta dash
 174


More oriya quote from surjyakanta dash
15 Likes   0 Comments
25 Likes   0 Comments
26 Likes   0 Comments
27 Likes   0 Comments
11 Likes   0 Comments