STORYMIRROR
ଜହ୍ନ...
ଜହ୍ନ ଠାରୁ ଶୀତଳ...
ଜହ୍ନ ଠାରୁ...
“
ଜହ୍ନ ଠାରୁ ଶୀତଳ ତା ପଣତର ଛାଇ
ମନ ତାର ଅସରନ୍ତି ମମତାର ନଇଁ ।
ସେହ୍ନ ବୋଳା କଥା ତାର ଲାଗେ ଭାରି ମିଠା
କହିବା ଆଗ ରୁ ବୁଝେ ମୋ ମନର କଥା ।
କେତେ ଦୁଃଖ କେତେ କଷ୍ଟ ସହିଛ ମୋହର
ମା ନୁହଁ ସେ ମୋପାଇଁ କି ଚଳନ୍ତି ଠାକୁର।
ଯେତେ ଦୂରେ ଥିଲେ ମନ ମାକୁ ହଁ ଝୁରେ
ଭୁଲି ହୁଏ ନାହଁ ମା ସେହ୍ନ କେବେ ଥରେ ।
”
242
More oriya quote from Manasmita Parida
Download StoryMirror App