Manasmita Parida
Literary Captain
105
पोस्ट
75
फोल्लोवेर्स
3
फॉलोविंग

ସୀମିତ ଆଶା ଆକାଶ ପରି ବ୍ୟାପ୍ତ ଖୁସି ପାଇଁ ଅନୁସନ୍ଧାନ କରୁଛି ଆଜି।

दोस्तों से साझा करें
Earned badges
See all

ଏକ ଅତିରିକ୍ତ ସମୟ ଲୋଡ଼ା ସେଇ ସମୟର ଭାଗିଦାର କେବଳ ତମେ ଆଉ ମୁଁ...

ଜ୍ଞାନ ବିଜ୍ଞାନ ଉନ୍ନତିର ଚରମ ପଥରେ ଆଜିର ଏ ପୃଥିବୀ।ବଢାଏ ଆଶା,କମାଏ କାର୍ଯ୍ୟ ସୃଷ୍ଟି କରୁଛି ଭୟାଙ୍କର ପରିସ୍ଥିତି।

ନିଶହାୟ ଜୀବନର ଏକମାତ୍ର ସହାୟ,ଅପ୍ରଜାପ୍ତ ଜ୍ଞାନର ଭଣ୍ଡାର ହେଉଛି ବହି।

ଶରୀରର ଭିରେ ଥାଏ ସେ ଆତ୍ମା ହୋଇ ଶରୀର ଛାଡିଲେ ମଣିଷ କୁହେ ଭୂତ ସେହି।

ଶରୀରର ଭିରେ ଥାଏ ସେ ଆତ୍ମା ହୋଇ ଶରୀର ଛାଡିଲେ ମଣିଷ କୁହେ ଭୂତ ସେହି।

ଦୁନିଆ ହାଟରେ ଏତେ କିଣାକିଣି ତାର ମୁଲ୍ୟକିଛି ନାହିଁ ଦରଦୀ ବନ୍ଧୁଟେ ଦୁଃଖ କିଣି ନିଏ ପ୍ରକୃତ ସାଥୀଟେ ହୋଇ।

ବନ୍ଧୁ ନୁହେଁ କେବଳ ଦୁଇଟି ଅକ୍ଷର କ୍ଷୁଦ୍ର ନୁହଁଇ ତା କଳେବର ତାହାର ସଂଜ୍ଞା ତ ଅଟଇ ବ୍ୟାପକ ଯିଏ ଯୋଡ଼ିଛି ଦୁଇଟି ସମ୍ପର୍କ

ମଣିଷର ଏକ ମୌଳିକ ଆବଶ୍ୟକତା ଅଟେ ଖାଦ୍ୟ।ଯାହା ମଣିଷକୁ ସୁନ୍ଦର,ସୁସ୍ଥ, ନିରୋଗ ରଖିବାରେ ସହାୟକ ହୋଇଥାଏ।ବିନା ଖାଦ୍ୟରେ ମଣିଷ ହୁଏ କାର୍ଯ୍ୟକ୍ଷମ ହୀନ।

ଟଙ୍କା କରେ ବଙ୍କା ସମ୍ପର୍କକୁ ବଢାଇ ଗର୍ବ,ଇର୍ଷା ଟଙ୍କାର ବଳରେ ମାନେନା କାହାକୁ ଭାବେ ସେ ନିଜକୁ ହର୍ତା କର୍ତ୍ତା।


फीड

लाइब्रेरी

लिखें

सूचना
प्रोफाइल