ସୀମିତ ଆଶା ଆକାଶ ପରି ବ୍ୟାପ୍ତ ଖୁସି ପାଇଁ ଅନୁସନ୍ଧାନ କରୁଛି ଆଜି।
Share with friends
ବନ୍ଧୁ ନୁହେଁ କେବଳ ଦୁଇଟି ଅକ୍ଷର କ୍ଷୁଦ୍ର ନୁହଁଇ ତା କଳେବର ତାହାର ସଂଜ୍ଞା ତ ଅଟଇ ବ୍ୟାପକ ଯିଏ ଯୋଡ଼ିଛି ଦୁଇଟି ସମ୍ପର୍କ
ମଣିଷର ଏକ ମୌଳିକ ଆବଶ୍ୟକତା ଅଟେ ଖାଦ୍ୟ।ଯାହା ମଣିଷକୁ ସୁନ୍ଦର,ସୁସ୍ଥ, ନିରୋଗ ରଖିବାରେ ସହାୟକ ହୋଇଥାଏ।ବିନା ଖାଦ୍ୟରେ ମଣିଷ ହୁଏ କାର୍ଯ୍ୟକ୍ଷମ ହୀନ।