STORYMIRROR
ଜାଣିଛ ମିନୁ ଏ...
ଜାଣିଛ ମିନୁ ଏ...
ଜାଣିଛ ମିନୁ...
“
ଜାଣିଛ ମିନୁ ଏ ସରକାର ଡବଲ ହେଲମେଟ୍ ନିୟମ କରି ମତେ ଭାରି ଅଡୁଆରେ ପକେଇ ଦେଇଛନ୍ତି। କେମିତି? ମୋ ଗାଡିରେ ତୁମ ଭଳି ଅନ୍ୟ କାହାକୁ ବସାଇ କେତେବେଳେ କୁଆଡେ ବୁଲିବାକୁ ନେଇଥାଏ ମୋ ସ୍ତ୍ରୀ ସଙ୍ଗେ ସଙ୍ଗେ ଜାଣିଦିଏ ହେଲମେଟରେ ଲାଗିଥିବା ଚୁଟିକୁ ଦେଖି। ଅନୁମାନ କରିଦିଏ ଲମ୍ବା ଚୁଟି ଝିଅର ଏବଂ ଛୋଟ ଚୁଟି କୌଣସି ପୁଅର ।
ଡଃ ଝରଣା ଶତପଥୀ
”
243
More oriya quote from Dr Jharana Satapathy
Download StoryMirror App