STORYMIRROR
ଜାଣି...
ଜାଣି ଶୁଣି ଯଦି ଗଛ...
ଜାଣି ଶୁଣି...
“
ଜାଣି ଶୁଣି ଯଦି ଗଛ କାଟିବ
ପୃଥିବୀର ତାପମାନ ବଢିବ
ହିମାଳୟରେ ଥିବା ଯେତେ ହିମ ପର୍ବତ
ତରଳି ଯାଇ ହେବ ପାଣିରେ ପରିଣତ
ସେ ପାଣିରେ ବୁଡ଼ି ଆମେ ସଭିଏଁ ମରିବା
ବିଶ୍ଵ ମାନଚିତ୍ରରୁ ଉଭେଇ ଯିବା ।।
ସୂର୍ଯ୍ୟକାନ୍ତ ଦାଶ.
”
234
More oriya quote from surjyakanta dash
Download StoryMirror App