STORYMIRROR
ଜାଗ...
ଜାଗ ଜାଗ ଆହେ ମୋ...
ଜାଗ ଜାଗ ଆହେ...
“
ଜାଗ ଜାଗ ଆହେ ମୋ ଦେଶର ସର୍ବେ
ବୃଦ୍ଧ ବନିତା ବାଳ
ଜାଗ୍ରତ ହୁଅ କେତେ ଯେ ଶୋଇବ
ଉଛୁର ହେଲାଣି ବେଳ
ଭାରତ ମାତା ର ଓଠେ ଫୁଟାଇବା
ଶାନ୍ତି ମୈତ୍ରୀ ର ଫୁଲ
ଜାଗ ଜାଗ ଆହେ ମୋ ଦେଶର ସର୍ବେ
ବୃଦ୍ଧ ବନିତା ବାଳ ା
-ଆହ୍ଲାଦିନୀ-
”
301
More oriya quote from Alhadini Panigrahi dash
Download StoryMirror App