STORYMIRROR
ଇଗୋ...
ଇଗୋ...
ଇଗୋ...
“
ଇଗୋ (ଅହଙ୍କାର)
କ୍ଷଣିକ ପାଇଁରେ ଆସିଛୁ ମହୀକୁ
ଆୟୁ ସରିଗଲେ ଯିବା ବାହୁଡ଼ି
ସଭିଙ୍କୁ ଆଦର କରିବାରେ ଏଠି
ଗର୍ବ, ଅହଙ୍କାର ମନରୁ କାଢ଼ି ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
56
More oriya quote from Kshitish Jena
Download StoryMirror App