STORYMIRROR
ଇଚ୍ଛା...
ଇଚ୍ଛା ହୁଏ ୨୦୨୦ ର...
ଇଚ୍ଛା ହୁଏ...
“
ଇଚ୍ଛା ହୁଏ ୨୦୨୦ ର ଫର୍ଦକୁ କୁତା କୂତା କରି
ଅଳିଆ ଗଦାରେ ଫିଙ୍ଗି ଦେବାକୁ...
ମୁହଁ ରେ ମାସ୍କ ପିନ୍ଧି ଆବର୍ଜନା ସଫା କରିବାକୁ,
ସାନିଟାଇଜର୍ ମାରି ଧୋଇ ଦେବାକୁ,
ଆଉ ସାମାଜିକ ଦୁରତ୍ଵ ରଖି ୨୦୨୦ କୁ
ବହୁତ୍ ଦୂରକୁ ନିକ୍ଷେପ କରିବାକୁ,
ଅତୀତ ର ସମୟ ଯାନ ରେ....।।
”
324
More oriya quote from ସନାତନ ଦାସ
Download StoryMirror App