STORYMIRROR
ହଠାତ ଆଜି ମୁଁ...
ହଠାତ ଆଜି ମୁଁ...
ହଠାତ ଆଜି...
“
ହଠାତ ଆଜି ମୁଁ ଆଧାର କାର୍ଡ ଖୋଜି ଖୋଜି ନାକେଦମ୍ ହୋଇଗଲି।
ଏପରି ଦେଖି ମୋ ଘରର କାମବାଲୀ ବ୍ୟସ୍ତ ହୋଇ କହିଲା ହାତରେ ପରା ଧରିଛନ୍ତି। ତଥାପି ମୁଁ ମନାକଲି। ତାପରେ ମୋ ଝାଳ ଜର୍ଜରିତ ମୁହଁ ସାମନାରେ ଦର୍ପଣ ଦେଖାଇବାରୁ ମୁଁ ବୁଝିଗଲି
”
138
More oriya quote from Suchismita Satpathy
Download StoryMirror App