STORYMIRROR
ହସ୍ତେହାତୁଡି,...
ହସ୍ତେହାତୁଡି,...
ହସ୍ତେହାତୁଡି,...
“
ହସ୍ତେହାତୁଡି, ହୃଦେ ସାଧନା,
ଯନ୍ତ୍ରେ ବସେ ତାଙ୍କ ଆରାଧନା।
କର୍ମକୁ କରନ୍ତି ଯିଏ ବନ୍ଦନା,
ତାଙ୍କ ହାତେ ଗଢା ହୁଏ ବ୍ରହ୍ମାଣ୍ଡ ରଚନା।
ଲୁହା ପଥରେ ଜୀବ ନାହିଁ, ଭାବେ ଜନ ସାଧାରଣ,
ଶିଳ୍ପୀ ହାତ ଲାଗିଲେ ହୁଏ ସେ ମନ୍ଦିର ତୋରଣ।
ବିଶ୍ୱକର୍ମା ବିନା ନାହିଁ କେହି ଦ୍ୱିତୀୟ କାରଣ,
ତାଙ୍କ କୃପାରୁ ଯନ୍ତ୍ର ହୁଏ ସଭ୍ୟତାର ଧାରଣ।।
Priyanka Panda
”
More oriya quote from Priyanka Panda
Download StoryMirror App