STORYMIRROR

"ହୃଦୟର...

“ "ହୃଦୟର ଭାଷା"😢 ଲୁହରେ ଲେଖୁଛି ହୃଦୟର ଭାଷା ରଖିନେବ କରି ସ୍ମୃତି । ତୁମବିନା ମୋର ସବୁ ଜହ୍ନରାତି ଜୋଛନାରେ ଯାଏ ବିତି । ଯେଉଁଦିନ ଠାରୁ ଦେଖିଲି ତୁମକୁ ଭାବିନେଲି ତୁମେ ମୋର । ଆଶା ସିନା...ମୋର ଆଶାରେ ରହିଲା କରିଦେଲ ସାତପର । କୁହୁଳି କୁହୁଳି ଜଳନାହିଁ ଆଉ ହୃଦୟରେ ତୁମେ ମୋର । ତୁମପାଇଁ ଆଜି ହରାଇ ଦେଇଛି  ସବୁକିଛି ପଥ ମୋର  । ”

By Sashmita Panda
 28


More oriya quote from Sashmita Panda
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments