STORYMIRROR
ହଜିବାକୁ...
ହଜିବାକୁ ଭଲପାଏ...
ହଜିବାକୁ...
“
ହଜିବାକୁ ଭଲପାଏ ମୁଁ ସାହିତ୍ୟରେ,
କୁଳୁ କୁଳୁ ହୋଇ ବୋହିଯାଏ କବିତାରେ,
ଅନ୍ୟମନସ୍କ ମୁଁ ସଜୀବ ଓ ନିର୍ଜିବରେ
ଝର ଝର ହୋଇ ଝରିଯାଏ ସବୁବେଳେ ।।
ସୂର୍ଯ୍ୟକାନ୍ତ ଦାଶ.
”
196
More oriya quote from surjyakanta dash
Download StoryMirror App