STORYMIRROR

ହେ...

ହେ ମୋର ପ୍ରିୟ ଅଧ୍ଯାପକ ତୁମ ପାଇଁ ମୋ ଜୀବନ ଆଜି ଉଜ୍ଜ୍ବଳିତ ତୁମେ ଶିକ୍ଷାରେ ଉଜ୍ଜ୍ବଳିତ ହୁଏ ମୋ ଭବିଷ୍ଯତ ତୁମେ ଦେଖେଇଛ ମତେ ଜୀବନର ପଥ ତୁମେ ସଦା ରହିଥାଅ ମୋ ହଋଦୟରେ ନିତ୍ଯ

By sakuntala parida
 361


More oriya quote from sakuntala parida
25 Likes   0 Comments