STORYMIRROR
=======...
=================...
============...
“
======================
ହେ ଗୁରୁ.....
ତୁମ୍ଭେ ମାର୍ଗ ଦର୍ଶକ ନେପଥ୍ୟ ନାୟକ
ପଥହୀନ ଶିଷ୍ୟର ଅଟଇ ପଥିକ
ଶିକ୍ଷା ହୀନ ଶିଷ୍ୟର ଅନ୍ଧାର ଆଲୋକ
ପ୍ରଭୁଙ୍କର ଦୂତ ଅବା ଶିକ୍ଷାର ବାହକ
ହେ ଗୁରୁ ତୁମ୍ଭେ ଯୁଗେ ଯୁଗେ
ଶିକ୍ଷାର ଶିକ୍ଷକ ...... ||
=====================
✍️କାଦମ୍ବରୀ ମହାଖୁଡ଼
=====================
”
16
More oriya quote from Kadambari Mohakhud
Download StoryMirror App